ସ୍ମିତାରାଣୀ ମୃତ୍ୟୁର ନ୍ୟାୟ ପାଇଁ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିଜେପି ମହିଳା ମୋର୍ଚ୍ଚା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧର୍ମଶାଳା ବ୍ଳକ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏହା ହତ୍ୟା ନା ଆତ୍ମହତ୍ୟା ତାହା ପ୍ରମାଣିତ ହୋଇପାରି ନାହିଁ । ଅପରପକ୍ଷରେ ଯାଜପୁର ଏସପି ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା କହି ବିବାଦକୁ ଅଧିକ ଘନୀଭୂତ କରିଥିଲେ । ଏହି…