ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଧିକାରୀଙ୍କୁ ପ୍ରଚାରରେ ବ୍ୟବହାର କରୁଛି ବିଜେଡି:ବିଜେପି ମହିଳା ମୋର୍ଚ୍ଚା ସ୍ମୃତି…
ଭୁବନେଶ୍ୱର,(ରିପୋଟର୍ସ ପେନ୍): ଶାସକ ବିଜେଡିକୁ ପରାଜୟର ଭୟ ଘାରିଥିବାରୁ ମିଶନ ଶକ୍ତି ନାଁରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପଂଚାୟତ ନିର୍ବାଚନ କାର୍ଯ୍ୟରେ ବିଜେଡି ବ୍ୟବହାର କରୁଛି ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।…