ସମ୍ବଲପୁରରେ ଶାନ୍ତି ଫେରି ଆସିଥିବାରୁ ସହିପାରୁନାହିଁ ବିଜେପି: ବିଜେଡି
ଶାନ୍ତିପ୍ରିୟ ସମ୍ବଲପୁରବାସୀଙ୍କ ପ୍ରଚେଷ୍ଟା ଏବଂ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମ୍ବଲପୁରରେ ଶାନ୍ତି ଫେରିଆସିଛି । କିନ୍ତୁ ସମ୍ବେଦନଶୀଳ ମାମଲାର ରାଜନୀତିକରଣ କରି ଫାଇଦା ହାସଲ କରିବାକୁ ଚାହୁଁଥିବା ବିଜେପି ଏହା ସହି ପାରୁନାହିଁ । ସେଥିପାଇଁ ଓଡ଼ିଶା ବିଜେପି ନେତାମାନେ…