ବିଜେଡିରେ ମିଶିଲେ ବିଜେପି ଏବଂ କଂଗ୍ରେସର ବହୁ ନେତା ଓ କର୍ମୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଭାଙ୍ଗି ଚାଲିଛି ବିଜେପି ଓ କଂଗ୍ରେସର ସଂଗଠନ। କର୍ମୀମାନେ ଦଳ ଉପରେ ଆସ୍ଥା ହରାଇ ଦଳ ଛାଡ଼ୁଛନ୍ତି। ସାଧାରଣ ଲୋକଙ୍କ ସେବା କରିବା ଲାଗି ଏହି ସବୁ ଦଳ ଆଉ ରାଜ୍ୟରେ ପ୍ରକୃଷ୍ଠ ପ୍ଲାଟଫର୍ମ ହୋଇ ନାହିଁ ବୋଲି ସେମାନେ ବିଜେଡି ମୁହାଁ ହୋଇଛନ୍ତି। ମଙ୍ଗଳବାରଦିନ…