Browsing Tag

BJD supremo

ନବୀନଙ୍କୁ ପାଣ୍ଠି ଚିନ୍ତା: ଏମ୍‌ପି, ବିଧାୟକଙ୍କୁ  ମାସକର ଦରମା ଦେବାକୁ ଅନୁରୋଧ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ(ବିଜେଡି) ୨୧ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏ ନେଇ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘାରିଛି ଖର୍ଚ୍ଚ ତୁଲାଇବା ଚିନ୍ତା । ତେବେ ଦଳ ପାଇଁ ମାସକର ଦରମା…