ଘୁଞ୍ଚି ଘୁଞ୍ଚି ଯାଉଛି ବିଜେଡିର ଛାତ୍ର, ଯୁବ ଓ ମହିଳା ସଭାପତି ଚୟନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଝୁଲିଲା ବିଜେଡିର ଛାତ୍ର, ଯୁବ ଓ ମହିଳା ସଭାପତି ଚୟନ ପ୍ରକ୍ରିୟା । ବର୍ତ୍ତମାନ ଏହି ଚୟନ ପ୍ରକ୍ରିୟାକୁ ବିଜେପୁର ଉପନିର୍ବାଚନ ପର୍ଯ୍ୟନ୍ତ ଟାଳି ଦିଆଯାଇଥିବା ସୂଚନା ମିଳିଛି । ଆସନ୍ତା ୨୧ ତାରିଖରେ ବିଜେପୁର ଉପନିର୍ବାଚନ ହେବାକୁ ଥିବାରୁ ବିଜେଡି ସୁପ୍ରିମୋ…