Browsing Tag

bjd odisha

ବଢୁଛି ବିଜେଡି, ଛିଡୁଛି ବିଜେପି ! ବିଜେଡିରେ ମିଶିଲେ ଶତାଧିକ କର୍ମୀ

ସୁଦୃଢ଼ ହେଉଛି ବିଜେଡି ଗଡ଼ । ଆଜି ଗଜପତି ଜିଲ୍ଲାରେ ବିଜୁ ଜନତା ଦଳର ଏକ ଗଣ ମିଶ୍ରଣପର୍ବ ଅନୁଷ୍ଠିତ ହେଉଛି । ବିଜେପି ଛାଡି ବିଜେଡି ସରକାରଙ୍କ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଭି. ରାବଣା ଓ ବହୁ ମଣ୍ଡଳ ସଭାପତି। ଓଡ଼ିଶାର ବିକାଶରେ…