ଅନଭିଜ୍ଞଙ୍କୁ ଦାୟିତ୍ୱ, ପରିଣାମ : ଜଣଙ୍କୁ ମିଳିଛି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ, ଆଶାୟୀ ହତାଶ
ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ଅନେକ ବିଳମ୍ବ ପରେ ବିଜେଡ଼ିର ପ୍ରକାଶ ପାଇଛି ମୁରବି ବିହୀନ ଯୁବ ଏବଂ ଛାତ୍ର ଥଇଥାନ ତାଲିକା । ଏହି ତାଲିକା ପ୍ରକାଶ ପାଇବା ପରେ ବିଜେଡ଼ିରେ ଯୁବ ଓ ଛାତ୍ର ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଚୟନ ଦାୟିତ୍ୱରେ ଥିବା ଅନଭିଜ୍ଞ ନେତା ଅନୁଭବୀ ନେତାଙ୍କ…