ପାର୍ଲାମେଣ୍ଟାରୀ ଆଓ୍ବାର୍ଡ଼ ୨୦୨୩ର ଶ୍ରେଷ୍ଠ ସାଂସଦରେ ସମ୍ମାନିତ ହେଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପାର୍ଲାମେଣ୍ଟାରୀ ଆଓ୍ବାର୍ଡ଼ ୨୦୨୩ର ଶ୍ରେଷ୍ଠ ସାଂସଦର ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ତାଙ୍କ ସହ କଂଗ୍ରେସ ସାଂସଦ ଶଶୀ ଥରୁର୍ଙ୍କୁ ମଧ୍ୟ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଜ୍ୟସଭାରୁ…