କମିଲାନି LPG ଦାମ୍, RDC ସ୍ତରୀୟ ଆନ୍ଦୋଳନ କରିବ BJD
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦଶ ଦିନର ମହଲତ ପରେ ପୁଣି ଥରେ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ଦରଦାମ ବୃଦ୍ଧି, ବେଲଗାମ LPG ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ି ପୁନର୍ବାର ଆନ୍ଦୋଳନ ଓ ପ୍ରତିବାଦ ଜାରି ରଖିବ । ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳାୟରେ ଏନେଇ ସାମ୍ବାଦିକ ସମ୍ମିଳନୀ…