ବିଜେଡି ଛାମୁଆ ନେତାଙ୍କୁ ଘାରିଛି କ୍ଷମତା ଲୋଭ, ମୁଖିଆକୁ କରୁଛନ୍ତି ବ୍ଲାକମେଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ବାବୁଙ୍କ ଦେହାନ୍ତ ପରେ ରାଜ୍ୟରେ ଜନତାଦଳ ନିଜର ଅସ୍ତିତ୍ବ ହରାଇଥିଲା । ପୂର୍ବରୁ ରାଜନୀତିରେ କୌଣସି ରୁଚିନଥିବା ନବୀନ ପଟ୍ଟନାୟକଙ୍କୁ ବିଜୁପ୍ରେମୀ ମାନେ ରାଜନୀତିକୁ ଆସିବାକୁ ଅନୁରୋଧ କରିଥିଲେ ଓ ନବୀନଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଗଠନ କରାଯାଇଥିଲା ।…