Browsing Tag

bjd leader

ପରଲୋକରେ ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ପରଲୋକ । ୬୬ ବର୍ଷ ବୟସରେ ସେ ଦେହତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଅସୁସ୍ଥତା କାରଣରୁ ତାଙ୍କୁ କିଛି ଦିନ ହେବ ଭୁବନେଶ୍ୱର ର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ । ଆଜି ତାଙ୍କର ଦେହାନ୍ତ…

ନିଜ ଦେହରେ ନିଆଁ ଲଗାଇ ଦେଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର

ଓଡିଶା ଫାଷ୍ଟ( ବ୍ୟୁରୋ): ବ୍ରହ୍ମପୁର ଏସପିଙ୍କ ଅଫିସ ସାମ୍ନାରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଦେଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗତ ୨୮ ତାରିଖରେ ମିନାକ୍ଷୀଙ୍କ ଘର ଆଗରେ…

ମାନସ ମଙ୍ଗରାଜଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ନିକଟରେ ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ମାନସ ରଞ୍ଜନ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ଅଳଙ୍କୃତ କରାଯାଇଛି । ଏସମ୍ପର୍କରେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ଚଳିତ ନିର୍ବାଚନ ସମୟରେ ମାନସ…

ଅନୁପ ହେବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନୁପ ସାଏ ହେବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ । ଅନୁପ ସାଏ ବ୍ରଜରାଜନଗରରୁ କଂଗ୍ରେସ ଟିକେଟରେ ୩ଥର ଜିତିଥିଲେ । ୨୦୧୪ ମସିହାରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିଲେ । ହେଲେ ବିଜେଡିକୁ ଆସିବା ପରେ ମଧ୍ୟ ବିଜେପି ପ୍ରାର୍ଥୀ ରାଧରାଣୀ ପଣ୍ଡାଙ୍କ ଠାରୁ…

ପଟଣାଗଡ଼ ବିଧାୟକଙ୍କୁ ମିଳିଲା ଜାମିନ

ଓଡିଶା ଫାଷ୍ଟ(ବ୍ୟୁରୋ): ପାଟଣଗଡ ବିଧାୟକଙ୍କୁ ମିଳିଲା ଜାମିନ । ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରୁ ସରୋଜଙ୍କୁ ମିଳିଲା ଜାମିନ । ୨ ଜଣ ଜାମିନଦାର ଏବଂ ୨୫ ହଜାର ଟଙ୍କା ବଦଳରେ ସରୋଜଙ୍କୁ ଏହି ଜାମିନ ମିଳିଛି ସୂଚନା ଅନୁଯାୟୀ, ସରକାରୀ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ ମାମଲାରେ ସରୋଜ ଗିରଫ…

ମନ୍ତ୍ରୀପଦ ତାଲିକାରେ ପୁରୀ ଜିଲ୍ଲାରୁ ନୂଆ ଚେହେରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜିଲ୍ଲାରେ ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମାଙ୍କ ପରି ଟାଣୁଆ ନେତା ହାରିଯାଇଛନ୍ତି । କିନ୍ତୁ ନିମାପଡ଼ା ଲଗାତାର ଭାବେ ତିନିଥର ବିଜୟଲାଭ କରିଛନ୍ତି ବିଧାୟକ ସମୀର ଦାସ । ନିମାପଡ଼ା ଅଞ୍ଚଳରେ ସମୀର ଜଣେ ଲୋକପ୍ରିୟ ନେତା ଭାବେ ପରିଚିତ । ସେହିପରି ପିପିଲି…

ଆଉ ବିଜେଡି ଆପଣେଇବନି ସମଦୂରତା ନୀତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ମେଣ୍ଟ ଗଢ଼ୁଥିବା ବେଳେ ବିଜେଡି କୌଣସି ଦଳ ସହ ମେଣ୍ଟ କରିବ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଥିଲା । ଏପରିକି ବିଜେପି ଓ କଂଗ୍ରେସ ସହ ବିଜେଡି ସବୁବେଳେ ସମଦୂରତା ନୀତି ଆପଣାଇବ ବୋଲି ଦଳର ସୁପ୍ରିମୋ କହିଥିଲେ । ହେଲେ…

ଜାମିନ ଖରିଜ, ଝାରପଡା ଜେଲ ମହାରଥୀଙ୍କ ନୂଆ ଠିକଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ କୋର୍ଟ ପରିସରରେ ସେ ବେହୋସ ହୋଇଯାଇଥିଲେ । ମହାରଥୀ ଅସୁସ୍ଥ ହେବାରୁ ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ତାଙ୍କୁ ହାଜିର କରାଯାଇଥିଲା । ସେଠାରେ ମହାରଥୀଙ୍କ…

ଚିଲିକାରୁ ଲଢ଼ିବେ ସିଦ୍ଧାନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ହେବାରୁ ବଞ୍ଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କୁ ଚିଲିକା ଆସନରେ ଥଇଥାନ କରାଯାଇଛି । ଏହି ଆସନ ପାଇଁ ପୂର୍ବରୁ ପ୍ରସନ୍ନ ପାଟଶାଣୀଙ୍କ ନାମ ଚର୍ଚ୍ଚା ହେଉଥିଲା । ମାତ୍ର କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଙ୍କ ସହ ଶ୍ରୀ ପାଟଶାଣୀଙ୍କ…