ସଂଜୟ ଦାସବର୍ମାଙ୍କ ଉପସ୍ଥିତିରେ କର୍ମୀ ସମ୍ମିଳନୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଭୋଟରଙ୍କୁ ମନେଇବା ପାଇଁ ରାଜନୈତିକ ଦଳମାନେ ଦଳୀୟ କାର୍ଯ୍ୟକ୍ରମକୁ ଜୋରଦାର କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ
ଆଜି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ରଘୁନାଥପୁର ବ୍ଲକର ବରାଗୋଳ ପଂଚାୟତ ରେ ବିଜୁ ଜନତାଦଳର…