ବିଜେଡ଼ି ର ଖାଇବା ଦାନ୍ତ ଗୋଟେ, ଦେଖେଇବା ଦାନ୍ତ ଗୋଟେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିତରେ ସଲାସୁତୁରା, ମିଛରେ ହାଉହାଉ । ଦରଦ ନଥିବା ଦରଦୀ ବନ୍ଧୁ । ଏଭଳି କିଛି ଶବ୍ଦ ବିଜେଡ଼ି ସରକାର ପାଇଁ ବୁଦ୍ଧିଜୀବୀ ବ୍ୟକ୍ତ କରିଛନ୍ତି । ସେହିପରି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ରାଜ୍ୟ ସରକାର ବୋଲି ସାଧାରଣ ଜନତା ମତ ରଖିଛନ୍ତି । ବିଗତ କିଛି…