ପରଲୋକରେ ବିଜେଡିର ପୂର୍ବତନ କର୍ପୋରେଟର ସମୀର ପ୍ରଧାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିର ଯୁବନେତା ତଥା ଲୋକପ୍ରିୟ ପୂର୍ବତନ କର୍ପୋରେଟର ସମୀର ପ୍ରଧାନଙ୍କ ଦେହାନ୍ତ ଘଟିଛି । ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସେ ଇହଲୋକ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୬ବର୍ଷ ହୋଇଥିଲା । ସମୀରଙ୍କ ଅକାଳ ବିୟୋଗ ସମସ୍ତଙ୍କୁ…