ବିଜେଡ଼ି ଛାତ୍ର ସଭାପତି ରେସ ରେ ଦୁଇ ଛାତ୍ର ନେତା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡ଼ି ଛାତ୍ର ଓ ଯୁବ ସଭାପତି ଚୟନ ଖୁବଶୀଘ୍ର ହେବାକୁଯାଉଛି । ଛାତ୍ର ସଭାପତି ପାଇଁ ରେସ ଆରମ୍ଭ ହୋଇଛି । ଏହି ରେସ ରେ ଦୁଇ ଛାତ୍ର ନେତାଙ୍କ ନାଁ ଖୁଵ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ଭୁବନେଶ୍ୱର ବିଜେବି କଲେଜର ପୂର୍ବତନ ଛାତ୍ର ସଭାପତି ଅଜିତ…