ଆବାସ ଆବଣ୍ଟନ ନେଇ ମୁଁହାମୁହିଁ ହେଲେ ବିଜେଡି- ବିଜେପି
ରାଜ୍ୟକୁ ଆସିଥିବା ସାଢେ ୯ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ନେଇ ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ସେ କହିଛନ୍ତି, କେନ୍ଦ୍ର ଯେଉଁ ଗାଇଡଲାଇନ କରିଛନ୍ତି ସେଥିରେ ଅନେକ ଯୋଗ୍ୟ ଲୋକ ବାଦ୍ ପଡି ଯାଉଛନ୍ତି । କେନ୍ଦ୍ର ସରକାର ଏପରି ନିୟମ କରିଦେଇଛନ୍ତି ଯେ,…