ବି.ଜେ.ବି ଫ୍ରେଣ୍ଡସ ର ଏଜିଏମ ଓ ନୂତନ କର୍ମକର୍ତ୍ତା ନିର୍ବାଚିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ୨୨/୦୭/୨୦୧୮ ରେ ବିଜେବି ପୁରାତନ ଛାତ୍ର ସଂସଦ ର ବାର୍ଷିକ ସାଧାରଣ ବୈଠକ ବିଜେବି ଫ୍ରେଣ୍ଡସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଛି ।ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ହେବା ସହ ବିଜେବି ମହାବିଦ୍ୟାଳୟ ଅଧ୍ୟକ୍ଷ, ବିଜେବି ଫ୍ରେଣ୍ଡସ ନୂତନ କାର୍ଯ୍ୟାଳୟ ପାଇଁ…