କଂଗ୍ରେସ ଛାଡିଲେ ବିଶ୍ୱଭୂଷଣ ଦାସ
କଂଗ୍ରେସ ଛାଡିଲେ ପିସିସି ଉପସଭାପତି ତଥା କଂଗ୍ରେସ ନେତା ବିଶ୍ୱଭୂଷଣ ଦାସ । ବିଶ୍ଵଭୂଷଣ ପିସିସି ଉପସଭାପତି ଭାବେ କାର୍ଯ୍ୟ କରିବା ସହ ୨୦୦୯ ଓ ୨୦୧୯ ରେ କଂଗ୍ରେସ ଦଳରୁ କାକଟପୁର ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ଭାବେ ଲଢ଼ିଛନ୍ତି । ୨୦୦୯ ରେ ୫୮ ହଜାରରୁ ଅଧିକ ଓ ୨୦୨୯ରେ ୪୬ ହଜାରରୁ ଅଧିକ…