ବାଲେଶ୍ୱର ଦୃଷ୍ଟିହୀନ ବିଦ୍ୟାଳୟରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକଙ୍କ ଜନ୍ମଦିନ ପାଳିତ
ବାଲେଶ୍ବର, ଓଡ଼ିଶା ଫାଷ୍ଟ(ବ୍ୟୁରୋ)ବିଜୁ ଯୁବ ଜନତା ଦଳ, ବାଲେଶ୍ୱର ଜୋନ୍ ତରଫରୁ ବିଜୁ ଜନତା ଦଳ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ( ବବି ଭାଈ )ଙ୍କ ଜନ୍ମଦିନ ପାଳନ ଅବସରରେ ବାଲେଶ୍ୱର ସହର ସ୍ଥିତ ବଣିଆ ମନ୍ଦିର ନିକଟସ୍ଥ "ପ୍ରୟାସ" ଦୃଷ୍ଟିହୀନ ବିଦ୍ୟାଳୟ ଠାରେ…