ବାର୍ଡଫ୍ଲୁ କୁ ନେଇ କୁକୁଡା ଚାଷୀ ହତାସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା କୃଷ୍ଟି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ( ଓୟୁଏଟି)ରେ ବାରମ୍ବାର ବାର୍ଡ ଫ୍ଲୁ ଦେଖାଦେବା ଓ ଏଥିଯୋଗୁଁ ରାଜ୍ୟର କୁକୁଡାଚାଷୀମାନେ ସର୍ବସ୍ୱାନ୍ତ ହେଉଥିାବ ଯୋଗୁଁ ତୁରନ୍ତ ଏହି ଶିକ୍ଷାନୁଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କୁକୁଡାଚାଷୀମାନେ ଦାବି କରୁଛନ୍ତି।…