ବିରଞ୍ଚି ନାରାୟଣ ସାହୁଙ୍କ ମିଳିଲା ସର୍ତ୍ତମୂଳକ ଜାମିନ
କଟକ ୨୧।୯: ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ଅଭିଯୋଗ ମାମଲାରେ ବିରଞ୍ଚି ନାରାୟଣ ସାହୁଙ୍କ ଜାମିନ ମଞ୍ଜୁର ହୋଇଛି । ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ । ତଦନ୍ତରେ ବିରଞ୍ଚି ସମସ୍ତ ପ୍ରକାର ସହାୟତା କରିବେ । ତଦନ୍ତକାରୀ ଅଧିକାରୀ ଯେତେବେଳେ ଚାହିଁବେ ତାଙ୍କ ନିକଟରେ…