‘ମୁଁ ବିକାଶ ଦୁବେ କାନପୁର ୱାଲା , ନାଟକୀୟ ଢଙ୍ଗରେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ବିକାଶ, ଦେଖନ୍ତୁ ଭିଡ଼ିଓ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରପ୍ରଦେଶର କାନପୁର ଶୁଟ ଆଉଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଆଜି ପୁଲିସ୍ ମଧ୍ୟପ୍ରଦେଶର ଉଜୈନରୁ ଗିରଫ କରିଛି। ଉଜୈନର ମହାକାଳ ମନ୍ଦିର ପରିସରରେ ବିକାଶ ଦୁବେ ଗିରଫ ହେବା ପୂର୍ବରୁ ହାଇଡ୍ରାମା କରିଥିଲା।
ବିକାଶ ଦୁବେ ସକାଳ ୮ଟାରେ…