୧୬ରେ ଭୁବନେଶ୍ୱର ଆସିବ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ବିମାନ ‘ଡକୋଟା’
ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ବିମାନ 'ଡକୋଟା' ଦୀର୍ଘଦିନର ପ୍ରୟାସ ପରେ ଚଳିତମାସ ୧୬ତାରିଖରେ ଭୁବନେଶ୍ୱର ଆସିବ । ଏହି ବିମାନର ବିଭିନ୍ନ ଅଂଶକୁ ଭାଗଭାଗ କରି ସଡ଼କ ମାର୍ଗରେ ଭୁବନେଶ୍ୱର ଅଣାଯାଉଛି ଓ ପରେ ଏହାକୁ ଭୁବନେଶ୍ୱର ବିମାନ ବନ୍ଦରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସମ୍ପୂର୍ଣ୍ଣ…