ବିଜୁ ପକ୍କାଘର ସହ ପିଏମ୍ଏୱାଇ(ଜି) ଲୋଗୋ ଲଗାଇବାକୁ ଯୋଜନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ପିଏମ୍ଏୱାଇ(ଜି) ରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଦେଉଥିବାବେଳେ ଅବଶିଷ୍ଟ ୪୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ତାଙ୍କର ଅଂଶଧନ ଭାବେ ବହନ କରୁଛନ୍ତି । ଏହି ଯୋଜନା (ଗାମୀଣ) କାର୍ଯ୍ୟକାରୀ ହେବାଠାରୁ କେନ୍ଦ୍ର ସରକାର…