ସୁବାସ ଚୌହାନଙ୍କୁ ସମ୍ମାନ ଦେଲେ ନବୀନ ଓ କାହାକୁ ଦେଲେ ବିଜେପୁର ଉପନିର୍ବାଚନ ଦାୟିତ୍ୱ ପଢନ୍ତୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁବାସ ଚୌହାନଙ୍କୁ ମିଳିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଦାୟିତ୍ୱ । ବିଜେଡିରୁ ବିଜେପିରେ ଯୋଗଦାନ କରିଥିବା ଦାମ, ବୈଜୟନ୍ତ ଦଳରେ ଅଲୋଡ଼ା ହୋଇ ପଡ଼ିଥିବା ଆଲୋଚନା ହେଉଥିବା ବେଳେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡିରେ ଯୋଗଦେଇଥିବା…