ସାନ୍ଧ୍ୟ ୫ଟା ସୁଦ୍ଧା ବିଜେପୁରରେ ୭୨ ପ୍ରତିଶତ ମତଦାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷହେଲା ବିଜେପୁର ଉପନିର୍ବାଚନ । ମୋଟ ୨୮୫ଟି ବୁଥରେ ମତଦାନ ଗ୍ରହଣ କରାଯାଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା । ସକାଳ ୯ଟା ସୁଦ୍ଧା ମତଦାନ ୧୧ ପ୍ରତିଶତ ଥିବାବେଳେ ଦିନ ଗୋଟାଏ ସୁଦ୍ଧା ୩୭ ପ୍ରତିଶତ ମତଦାନ ହୋଇଥିଲା । ସେହିପରି ସନ୍ଧ୍ୟା ୫ଟା ସୁଦ୍ଧା…