ପଲାସା ଠାରେ ସ୍ଥଳ ଭାଗ ଛୁଇଁଲା ‘ତିତଲି’, ବ୍ରହ୍ମପୁର ଓ ଗୋପାଳପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ, ଦେଖନ୍ତୁ…
https://youtu.be/CAzNucJbgJs
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଲାସା ନିକଟରେ ଆଜି ସକାଳ ୫.୩୦ମିନିଟ ରେ ସ୍ଥଳ ଭାଗ ଛୁଇଁଲା 'ତିତଲି' । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ କିଲୋମିଟର ଥିଲା । 'ତିତଲି' ସ୍ଥଳ ଭାଗ ଛୁଇଁବା ପରେ ରଚିଥିଲା ତାଣ୍ଡବ । ଏହାର ପ୍ରଭାଵ ରେ ସିଟ ଘରର ଛାତ…