Browsing Tag

Big success of hospital broker-free campaign; 12 brokers arrested from AIIMS

ହସ୍ପିଟାଲକୁ ଦଲାଲ ମୁକ୍ତ ଅଭିଯାନର ବଡ ସଫଳତା; ଏମ୍ସରୁ ୧୨ ଦଲାଲ ଗିରଫ

ଏମ୍ସରୁ ୧୨ ଦଲାଲଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ । ହସ୍ପିଟାଲକୁ ଦଲାଲ ମୁକ୍ତ କରିବାକୁ ଚାଲିଥିବା ସ୍ପେଶାଲ ଡ୍ରାଇଭରେ ଗିରଫ । ରୋଗୀଙ୍କୁ ସହାୟତା ଆଳରେ ଲୁଟ କରି ଗିରଫ ହେଲେ । ଦୀର୍ଘଦିନ ହେବ ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ ଏହି…