ସାନଭାଇର ଶାବଳ ମାଡ଼ରେ ବଡ଼ ଭାଇ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେବଗଡ଼ ଆଦର୍ଶ ଥାନା ବଳମ ଗାଁରେ ସାନଭାଇର ଆକ୍ରମଣରେ ବଡଭାଇର ମୃତ୍ୟୁ ଅଭିଯୋଗ। ଦୁଇ ଭାଇଙ୍କ ମଧ୍ୟରେ ବିବାଦ ପରେ ବଡଭାଇକୁ ଶାବଳରେ ଆକ୍ରମଣ କରିଥିଲା ସାନଭାଇ । ବଳମ ଗାଁ ଶିବ ମନ୍ଦିର ସାହିର ଦୁଇଭାଇ ସନ୍ତୋଷ ଓ ଶୁକ୍ରୁଙ୍କ ମଧ୍ୟରେ ବୁଧବାର କୌଣସି କାରଣରୁ ଝଗଡା…