Browsing Tag

Bhubaneswar

୬ ନମ୍ବର ପ୍ଲାଟଫର୍ମ ଗେଟ ଖୋଲିବାକୁ ଆଞ୍ଚଳିକ ବ୍ୟବସାୟ ଲୋକ ସଂଘର ଦାବି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ଦେଶରେ ମହାମାରୀ କୋଭିଡ଼-୧୯ କାୟା ବିସ୍ତାର କରିଛି । ଏହା ମଧ୍ୟରେ ଜୀବନ ଜୀବିକା ମଧ୍ୟ ଚାଲୁରହିଛି । ଅନଲକର ପର୍ଯ୍ୟାୟକ୍ରମେ ରେଳଠାରୁ ଆରମ୍ଭ କରି ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ଖୋଲିଛି । ଭୁବନେଶ୍ୱର ରେଳ ଷ୍ଟେସନରେ ୧ ନମ୍ବର ପ୍ଲାଟଫର୍ମ ଖୋଲିଥିବା ବେଳେ ୬…

ମନ୍ଦିର ଖୋଲିବା ଆଶା କ୍ଷୀଣ: ପ୍ରେମଚନ୍ଦ୍ର ଚୌଧୁରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେମ ନ୍ଦିର ଖୋଲିବା ଆଶା ଖୁଵ କମ । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଶ୍ରୀ ଚୌଧୁରୀ କହିଛନ୍ତି, ମନ୍ଦିର ଖୋଲିବ କି ନାହିଁ ସେନେଇ ବିଭିନ୍ନ ଦିଗକୁ ଆଲୋଚନା ଓ ବିଚାର ବିମର୍ଷ ଚାଲିଛି । ବିଶେଷଜ୍ଞ ଓ ଡାକ୍ତରୀଟିମ ଠାରୁ…

ମଲ୍ ନିକଟରେ ଲୁଟ, ଯୁବତୀ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି । ଅପରାଧୀ କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ କରି ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଅପରାଧ । କେତେବେଳେ ବିଚ ରାସ୍ତାରେ ହତ୍ୟା କରୁଛନ୍ତି ତ କେତେବେଳେ ଲୋକଙ୍କ ଠାରୁ କରୁଛନ୍ତି ଲୁଟ । ଏଭଳି ଏକ ଲୁଟ ଘଟିଛି ରସୁଲଗଡ଼ ସ୍ଥିତ…

ଏସଡିଜିଏମ କୋଟରେ ଆତ୍ମସମର୍ପଣ କଲା ସାମନ୍ତରାୟପୁର ହତ୍ୟାକାଣ୍ଡ ଅଭିଯୁକ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରର ସାମନ୍ତରାୟପୁର ଅଞ୍ଚଳରେ ବିଚ ରାସ୍ତାରେ ଜଣେ ମିଠା ବ୍ୟବସାୟୀଙ୍କୁ ଗୋଡେଇ ଗୋଡେଇ ହାଣିଥିବା ଘଟଣାର ଷଡଯନ୍ତ୍ରକାରୀ ରାଜକିଶୋର ବେହେରା ଭୁବନେଶ୍ୱର ଏସଡିଜିଏମ କୋଟରେ କଲା ଆତ୍ମସମର୍ପଣ । ସୂଚନା ଅନୁଯାୟୀ, କିଛିଦିନ ତଳେ କମିଶନରେଟ ପୋଲିସକୁ…

କମିଶନରେଟ ପୋଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ, ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ଭୁଶୁଡିବାରେ ଲାଗିଛି ପୋଲିସ ସୁରକ୍ଷା ବ୍ୟବସ୍ଥା । କମିଶନରେଟ ପୋଲିସକୁ ଅପରାଧୀ କରୁଛନ୍ତି ଖୋଲା ଚ୍ୟାଲେଞ୍ଜ । କିଞ୍ଚିତ ମାତ୍ରାରେ ପୋଲିସର ଭୟ ନାହିଁ ଅପରାଧୀଙ୍କ ମନରେ । ବିଚ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ ।…

ଭୁବନେଶ୍ବରରେ ଚାଞ୍ଚଲ୍ୟ, ମାଆକୁ ହତ୍ୟା କଲେ ୨ନାବାଳକ ପୁଅ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ବରରେ ଚାଞ୍ଚଲ୍ୟ, ମାଆକୁ ହତ୍ୟା କଲେ ୨ନାବାଳକ ପୁଅ । ଏଭଳି ଅଭାବନୀୟ ଘଟଣା ଏୟାରଫିଲ୍ଡ ଥାନା ଅଞ୍ଚଳର ଅର୍ଚ୍ଚିତ ଆପାର୍ଟମେଣ୍ଟରେ ଘଟିଛି । ମୃତ ମହିଳାଙ୍କ ନାଁ ବିନୋଦିନୀ ମିଶ୍ର । ସୂଚନା ଅନୁଯାୟୀ, ବିନୋଦିନୀଙ୍କ ସ୍ବାମୀ ରାଉରକେଲାରେ ଚାକିରୀ କରନ୍ତି…

ଖେଳନା ବନ୍ଧୁକରେ ବ୍ୟାଙ୍କ ଲୁଟ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଡା ସୁରକ୍ଷାବଳୟରେ ଥିବା ରାଜଧାନୀ ଭୁବନେଶ୍ୱରରେ ବ୍ୟାଙ୍କ ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଦିନଦ୍ୱିପ୍ରହରେ ଇନ୍ଫୋସିଟି ଥାନା କଳାରାହାଙ୍ଗରେ ଥିବା ନନ୍ଦନବିହାର ଆଇଓବି (ଇଣ୍ଡିଆନ ଓଭରସିସ୍ ବ୍ୟାଙ୍କ) ଶାଖାରୁ ସଶସ୍ତ୍ର ଡକାୟତମାନେ୨ ଲକ୍ଷ ୭୮ ହଜାର ଟଙ୍କା ଲୁଟି…

ଏକାମ୍ରକ୍ଷେତ୍ରରେ ଦୁଇ ଲକ୍ଷ ଲୋକ ଏକତ୍ରିତ ହୋଇ ଦେଖିପାରିବେ ଶିବରାତ୍ରି ମହାଦୀପ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀ ଲିଙ୍ଗରାଜ ମନ୍ଦିର ସନ୍ନିକଟ ୬୬ ଏକର ପରିମିତ ଜମି ଉପରେ କାର୍ଯ୍ୟକାରୀ ହେବାକୁ ଥିବା ଏକାମ୍ରକ୍ଷେତ୍ର ଯୋଜନା ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ବୈଠକରେ ଏକାମ୍ରକ୍ଷେତ୍ର…

ରାଜଧାନୀରୁ ଆଜି ୧୯୦ କରୋନା ପଜିଟିଭ ଚିହ୍ନଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ୱରରୁ ଆଜି ୧୯୦ ଜଣ କରୋନା ଚିହ୍ନଟ ହୋଇଛନ୍ତି। ଏଥିରେ ୧୩୮ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତ ୫୨ ଜଣ ରହିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ବିଏମ୍‌ସି ପକ୍ଷରୁ…

ଭୁବନେଶ୍ୱରରେ ଚାଞ୍ଚଲ୍ୟ, ଗାଡି ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଷ୍ଟେସନ ବଜାର ଦୁର୍ଗାମଣ୍ଡପ ସମ୍ନାରୁ ମାଲ ପରିବହନ ଗାଡି ଭିତରୁ ମୃତଦେହ ଉଦ୍ଧାର କରିଛି ଲକ୍ଷ୍ମୀସାଗର ପୋଲିସ । ମୃତକ ଗାଡିର ଡ୍ରାଇଭର ହୋଇଥିବା ବେଳେ ହତ୍ୟା ସନ୍ଦେହରେ ତଦନ୍ତ ଆରମ୍ଭ କଲା ପୋଲିସ । ସୂଚନା ଅନୁଯାୟୀ, ଗତକାଲିଠାରୁ ଭୁବନେଶ୍ୱର…