Browsing Tag

bhubaneswar school

ରାଜଧାନୀର ୫ଟି ସ୍କୁଲରେ କରୋନା ପରୀକ୍ଷା ଲାଗି ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ଭୁବନେଶ୍ୱରର ୫ଟି ବିଦ୍ୟାଳୟରେ କରୋନା ପରୀକ୍ଷା ଲାଗି ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ୫ଟି ବିଦ୍ୟାଳୟରେ ମେଡିକାଲ୍ ଟିମ୍ କରୋନା ସନ୍ଦିଗ୍ଧଙ୍କଠାରୁ ସ୍ବାବ୍ ସଂଗ୍ରହ କରୁଛନ୍ତି । ରାଜ୍ୟ ସରକାର କରୋନା ପରୀକ୍ଷା ଲାଗି ନମୁନା ସଂଗ୍ରହ…