ନଭେମ୍ବର ୨୭ରୁ ଭୁବନେଶ୍ୱର ବାଲିଯାତ୍ରା
ନଭେମ୍ବର ୨୭ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଚାଲିବ ଭୁବନେଶ୍ୱର ବାଲିଯାତ୍ରା । ଐତିହାସିକ ପଟିଆବନ୍ଧ କଡ଼ କୁଆଖାଇ ନଦୀପଠାରେ ହେବାକୁ ଥିବା ଏହି ବାଲିଯାତ୍ରା ପାଇଁ ଗୁରୁବାର ଭୁବନେଶ୍ୱର ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ପ୍ରସ୍ତୁତି ବୈଠକ ।
ଚଳିତଥର ପ୍ରାୟ…