Browsing Tag

Bharat finance company

ମହିଳା ଏଜେଣ୍ଟଙ୍କ ଠାରୁ ଲୁଟ ଘଟଣା, ଲୁଟର ଶୀକାର ଯୁବତୀ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫାଇନାନ୍ସ କମ୍ପାନୀ ମହିଳା ଏଜେଣ୍ଟଙ୍କୁ ମାଡ ମାରି ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଛି । ଲୁଟର ଶୀକାର ହୋଇଥିବା ଯୁବତୀ ହିଁ ଲୁଟେରା । ପୋଲିିସ ତଦନ୍ତରୁ ଏହା ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ପୁରୀ ଜିଲ୍ଳା ବ୍ରହ୍ମଗିରିର ଫିନୁ ପରିଡା ।…