ଆସନ୍ତୁ ଜାଣିବା ବେଲ ଗଛର ମହିମା ଓ ଔଷଧୀୟ ଗୁଣ
ବେଲ ଗଛ ଗୋଟେ ଏମିତି ଗଛ ଯାହାକୁ ବିଲ୍ଵ ବୃକ୍ଷ କୁହାଯାଏ।ଏହି ଗଛ ସଂସାରରେ ଦୁର୍ଲଭ ଗଛ ଅଟେ। ତାର ଦିବ୍ୟତା, ଦୁର୍ଲ୍ଭତା, ଔଷଧୀୟ ଗୁଣ ଏବଂ କ୍ଷମତା ପାଇଁ ସମସ୍ତ ଦେବା ଦେବୀ ଏବଂ ସମସ୍ତ ମନୁଷ୍ୟ ଜାତିର ପ୍ରିୟ ଏବଂ ଆଦରଣୀୟ ହୋଇଥାଏ। ପୁରାଣ ଶାସ୍ତ୍ର ମତରେ ବେଲ ଗଛର ସୃଷ୍ଟି ମାତା…