Browsing Tag

beauty tips

ବ୍ୟୁଟି ପ୍ରଡକ୍ଟକୁ ପୁର୍ନବ୍ୟବହାର ପାଇଁ କଣ କରିବେ

ଖାସକରି ବ୍ୟୁଟି ପ୍ରଡକ୍ଟ ମଧ୍ୟରେ ଲିପଷ୍ଟିକ, ନେଲପଲିସ, ନେଲ୍ ପେଣ୍ଟ , ଲିକୁଇଡ ସିନ୍ଦୁର,ଆଦି ଅଧିକ ଦିନ ରହିବା ଫଳରେ ବା ପବନ ବାଜିବା ଫଳରେ ଶୁଖି ଯାଏ, ନଚେତ୍ ଅଧିକ ବହଳିଆ ହୋଇ ଯାଇଥାଏ । ଯାହା ଫଳରେ ଏହା ବ୍ୟବହାର କରିବାକୁ ଆଉ ଭଲ ଲାଗି ନଥାଏ । ପୁଣି ବ୍ୟୁଟି ପ୍ରଡକ୍ଟକୁ ଏତେ ଜଲଦୀ…

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ୩ ଟିପ୍ସ

କିଛି କଞ୍ଚା କ୍ଷୀରକୁ ରାତିରେ ଫ୍ରିଜ୍ ରଖି ସକାଳେ ଏଥିରେ ସାମାନ୍ୟ ଲେମ୍ବୁ ଚୁପୁଡ଼ି ଏହାକୁ ସଙ୍ଗେ ସଙ୍ଗେ ମୁହଁରେ ଲଗାନ୍ତୁ । ଏହାକୁ ନିୟମିତ ଲଗାଇଲେ ଏକ ମାସରେ ଆଶ୍ଚର୍ୟ୍ୟଜନକ ଫଳ ଦେଇଥାଏ। ଏହା ତ୍ୱଚାକୁ ଚିକ୍କଣ ରଖିବାସହ ସଫା ଓ ସୁନ୍ଦର କରିଦିଏ। ମହୁ : ମହୁ ତ୍ୱଚା ପାଇଁ ଲାଭପ୍ରଦ…