ଖାଲି ପେଟରେ ଚା’ ପିଉଥିଲେ ହୋଇଯାନ୍ତୁ ସାବଧାନ
ଚା’। ଏହାର ନାଁ ଶୁଣିଲେ ହିଁ କିଛି ଲୋକଙ୍କ ପାଟିରୁ ଲାଳ ବାହାରି ଆସେ। ଆଉ କିଛି ଲୋକ ଅଛନ୍ତି ସେମାନଙ୍କୁ ଚା’ କପ୍ ଟିଏ ନ ଦେଲେ ସକାଳର ସେଜରୁ ସେମାନେ ଉଠିବେ ନାହିଁ। ଯେମିତି ଚା’ ବିନା ଦିନଟି ଅଧୁରା। ମାତ୍ର ଆପଣ କ’ଣ ଜାଣନ୍ତି କି, ଖାଲି ପେଟ ଅର୍ଥାତ୍ ସେଜରୁ ଉଠି ଚା’ ପିଇବା ଦ୍ବାରା…