ପ୍ରଧାନମନ୍ତ୍ରୀ ମୋଦୀ ଟିମ୍ ଇଣ୍ଡିଆର ସ୍ଵତନ୍ତ୍ର ଜର୍ସି ଦେଲେ BCCI ସଭାପତି
ଟି-୨୦ ବିଶ୍ୱକପ୍ ୨୦୨୪ ଟାଇଟଲ୍ ଜିତିବା ପରେ ଯେତେବେଳେ ଟିମ୍ ଇଣ୍ଡିଆ ସ୍ଵଦେଶ ଫେରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ହୋଟେଲ୍ର କେକ୍ କାଟି ସେଲିବ୍ରେସଶନ ପରେ ଖେଳାଳିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା…