ଭୁବନେଶ୍ୱରରେ ଉନ୍ମୋଚିତ ହେଲା Shoppi9.Com, ଗୋଟେ କ୍ଲିକରେ ଘରେ ପହଞ୍ଚିବ ଅତ୍ୟାବଶ୍ୟକ ସାମଗ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକଙ୍କ ପାଖରେ ସମୟର ଅଭାବ। ସେଥିପାଇଁ ଏବେ ଲୋକେ ସମୟ ବଞ୍ଚାଇବା ଉଦ୍ଦେଶ୍ୟରେ ଅନଲାଇନ ଜିନିଷ କିଣିବା ଆରମ୍ଭ କରିଛନ୍ତି। ସମୟ ବଞ୍ଚିବା ସହ ଗୋଟେ କ୍ଲିକରେ ଘରେ ଆସି ପହଞ୍ଚୁଛି ସବୁ ଜିନିଷ। ତେବେ ଅନଲାଇନ ସପିଂ ମାର୍କେଟରେ…