୮ଟି ବୌଦ୍ଧ ସ୍ତୁପ ଓ ୫୦ରୁ ଊର୍ଦ୍ଧ୍ୱ ପ୍ରାଚୀନ ମାଟିପାତ୍ର ଉଦ୍ଧାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରାଚୀନ ବୌଦ୍ଧ ଅର୍ଘ ସ୍ତୁପ ସମେତ ୫୦ରୁ ଊର୍ଦ୍ଧ୍ୱ ମାଟି ପାତ୍ର ଉଦ୍ଧାର । ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ମଣିନାଥପୁର ଗ୍ରାମ ନିକଟ ବୈତରଣୀ ନଦୀ କୂଳରୁ ଏହି ସାମଗ୍ରୀ ଉଦ୍ଧାର ହୋଇଛି । ଏହା ଅଷ୍ଟମ- ନବମ ଶତାବ୍ଦୀ ବେଳର ହୋଇଥିବା…