ରାଷ୍ଟ୍ରପତିଙ୍କ ଭାଷଣ ବେଳେ କଟିଗଲା ବିଜୁଳି, ଅନ୍ଧାରରେ ଦେଲେ ଅଭିଭାଷଣ
ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଥିବା ମହାମହିମ ରାଷ୍ଟ୍ରପତି ଅଭିଭାଷଣ ରଖୁଥିବେ, ଆଉ ସେହି ସମୟରେ ଲାଇନ୍ କଟିଯିବ, ଏକଥା ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି । ହେଲେ ଆଜି ବାରିପଦା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତନ ଉତ୍ସବରେ ଘଟିଛି ସେମିତି ଘଟଣା । ମହାମହିମ…