Browsing Tag

Bathroom

ବାଥ୍‌ରୁମ୍‌ରେ ନୁହେଁ ବରଂ ଫ୍ରିଜ୍‌ରେ ରଖନ୍ତୁ ଏସବୁ ବିୟୁଟି ପ୍ରଡକ୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ଅନେକ ପ୍ରକାରର ବିୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ଅଧିକାଂଶ ମହିଳା ନିଜ ପ୍ରସାଧନ ସାମଗ୍ରୀକୁ ବାଥରୁମ୍‌ରେ କିମ୍ବା ଆଲମାରିରେ ରଖିଥାନ୍ତି। ଏହା ଦ୍ୱାରା ପ୍ରଡକ୍ଟ ଜଲଦି ଖରାପ ହୋଇଯାଏ। ଆପଣଙ୍କୁ କହି ରଖୁଛୁ ଯେ ବିୟୁଟି…