ଘରକୁ ବାଦୁଡ଼ି ପ୍ରବେଶ କରିବା ଦେଇଥାଏ ଏହିସବୁ ଅଶୁଭ ସଂକେତ:ହୋଇଯାଆନ୍ତୁ ସତର୍କ
ଶାସ୍ତ୍ରରେ ପଶୁ ପକ୍ଷୀଙ୍କ ଶୁଭ ଅଶୁଭ ସଂକେତ ସମ୍ପର୍କରେ କୁହାଯାଇଛି। ବେଳେବେଳେ ଜୀବନରେ ହେବାକୁଥିବା ଭଲ ଖରାପ ଘଟଣା ଆଡକୁ ଏହି ପଶୁ ପକ୍ଷୀ ସଂକେତ ଦେଇଥାନ୍ତି। ଘରେ ବାଦୁଡ଼ି ଦେଖାଦେଲେ କିମ୍ବା ଘର ଭିତରକୁ ବାଦୁଡ଼ି ପ୍ରବେଶ କଲେ ଜୀବନରେ ଏହାର କଣ ପ୍ରଭାବ ପଡିଥାଏ ଆସନ୍ତୁ ଜାଣିବା।…