Browsing Tag

bari police

ଅନ୍ତଃରାଜ୍ୟ ଡକାୟତ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନ୍ତଃରାଜ୍ୟ ଡକାୟତ ଙ୍କୁ ଗିରଫ କରିଛି ବରୀ ପୋଲିସ । ଏହି ଡକାୟତଙ୍କ ଠାରୁ ୩ ଟି ବାଇକ, ୨ ଟି ବନ୍ଧୁକ, ଲାପଟପ, ଏଲଇଡି ଟିଭି, ସୁନା ଅଳଙ୍କାର ସହ ମାରଣାସ୍ତ୍ର ଜବତ ହୋଇଛି । ଏନେଇ ଅଧିକ ତଦନ୍ତ ଚଳାଇଛନ୍ତି ଜିଲ୍ଲା ଏସଡିପିଓ ପ୍ରଶାନ୍ତ କୁମାର ମଲ୍ଲ ।