କୋଭିଡ ନିୟମ ନ ମାନି ନାଚ ଗୀତରେ ମସଗୁଲ ଥିଲେ: ଚଢ଼ାଉ କଲା ପୋଲିସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ କମିଶନରେଟ ପୋଲିସର ଚଢ଼ାଉ । ଏମ୍ବାସି ବାରରେ କମିଶନରେଟ ପୋଲିସ ଅତର୍କିତ ଚଢ଼ାଉ କରି ସିଲ୍ କରିଛି । କୋଭିଡ ନିୟମ ଉଲ୍ଲଂଘନ ସହ ବିଳମ୍ବିତ ରାତି ଯାଏ ଚାଲିଥିଲା ବାର । ବାରରେ ନାଚ ଗୀତରେ ମସଗୁଲ ଥିଲେ ଯୁବକ-ଯୁବତୀ ।…