ବାପୁଜୀନଗରର ମାର୍କେଟ ସିଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରକୁ ରେଡ ଜୋନ ଭାବେ ଚିହ୍ନଟ କରାଯାଇଛି । ଗତ କିଛି ଦିନ ହେବ ଭୁବନେଶ୍ୱରରେ କରୋନା ପଜିଟିଭ ସଂଖ୍ୟା ହ୍ରାସ ପାଇବା ପରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଲକ ଡାଉନ କଟକଣାକୁ ସାମାନ୍ୟ କୋହଳ କରିଛି । ମାତ୍ର…