Browsing Tag

bank mitra

ସର୍ବନିମ୍ନ ଦରମା ୨୧ ହଜାର କର’ : ୧୨ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ୟାଙ୍କ ମିତ୍ର

ଝାରସୁଗୁଡା, ୨୪/୧୨, ୧୨ ଦଫା ଦାବି ନେଇ ଝାରସୁଗୁଡା ଜିଲ୍ଲା ବ୍ୟାଙ୍କ ମିତ୍ର ସଙ୍ଘ ପକ୍ଷରୁ ଜିଲ୍ଲାପାଳ ଓ ଡିପିଏମଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମୁଖ୍ୟତଃ ୨୧ ହଜାର ଟଙ୍କା ଲେଖାଏଁ ଦରମା ପ୍ରଦାନ ଏବଂ ସେମାନଙ୍କୁ ଇଫିଏଫ ଓ ଇଏସଆଇ ଅନ୍ତର୍ଭୁକ୍ତ କରାଯାଉ…