Browsing Tag

Banibihar University news

ବାଣୀବିହାରରେ ଛାତ୍ର ଉତ୍ତେଜନା ଘଟଣା; ୨ ଅଣଛାତ୍ରଙ୍କୁ ଗିରଫ କଲା ପୋଲିସ

ବାଣୀବିହାରରେ ଆଲୋଚନା ଚକ୍ରରେ ଉତ୍ତେଜନା ଘଟଣା । ୨ଜଣଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ । ଅଟକ ଦୁଇ ଯୁବକ ହେଲେ ମାନସ ସାହୁ ଏବଂ ସଞ୍ଜୟ ମଲ୍ଲିକ । ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ । ରବିବାର ଉତ୍କଳ ବିଶ୍ବବିଦ୍ୟାଳୟରେ ଆଲୋଚନା ଚକ୍ରରେ ଜେଏନୟୁ ପ୍ରଫେସର ସୁରଜିତ…