ଘର ଆଗରେ କଦଳୀ ଗଛ ଲଗାଉଥିଲେ ସାବଧାନ
କଦଳୀ ଗଛର ଫଳକୁ ମଧ୍ୟ ଆମେ ବିଭିନ୍ନ ପୂଜା କିମ୍ବା ଖାଦ୍ୟ ରୂପେ ବ୍ୟବହାର କରିଥାଉ ଏବଂ ଶରୀର ବୃଦ୍ଧି ରେ କଦଳୀ ବେଶ ସହାୟକ ହୋଇଥାଏ।
କିନ୍ତୁ ଯଦି କଦଳୀ ଗଛକୁ ଠିକ ଭାବରେ ଏବଂ ଠିକ ସ୍ଥାନ ଓ ଦିଗରେ ଲଗାଯାଏ ନାହିଁ ତେବେ ଏହା ଆପଣଙ୍କୁ ବର୍ବାଦ କରିପାରେ ବୋଲି ବସ୍ତୁବିଦ ମାନେ…