Browsing Tag

baliyetra

ଏ ବର୍ଷ ବି ହେବନି ଭୁବନେଶ୍ବର ବାଲିଯାତ୍ରା

ଚଳିତ ବର୍ଷ ହେବନି ଭୁବନେଶ୍ବର ବାଲିଯାତ୍ରା । କଟକ ବାଲିଯାତ୍ରା ନହେବା ନେଇ ବିଜ୍ଞପ୍ତି ଜାରି ହେବା ପରେ ଏବେ ଭୁବନେଶ୍ବର ମଧ୍ୟ ଚଳିତ ବର୍ଷ ବାଲିଯାତ୍ରା ହେବନାହିଁ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ । କୋଭିଡ କଟକଣା ପାଇଁ ବାଲିଯାତ୍ରାକୁ ଅନୁମତି ଦେଲାନି…

ଏଥର ବି କରୋନା ପାଇଁ କଟକର ଐତିହାସିକ ବାଲିଯାତ୍ରା ବନ୍ଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମ୍ପିବନି ମହାନଦୀ କୂଳ, ସନ୍ଧ୍ୟା ହେଲେ ବଢ଼ିବନି ଭିଡ଼ । ଗତବର୍ଷ ପରି ଚଳିତବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ଉପରେ ରୋକ୍ ଲଗାଇଛି ପ୍ରଶାସନ । ଏବର୍ଷ ବି ହେବନି କଟକର ଐତିହାସିକ ବାଲିଯାତ୍ରା । ଜିଲ୍ଲା ସଂସ୍କୃତି ବିଭାଗ ଏହି ନିଷ୍ପତ୍ତି ନେଇଛି । କୋଭିଡ୍…